ମନ କି ବାତ @୧୦୦ କ୍ୱିଜରେ ଭାଗ ନେବାକୁ ଦେଶବାସୀଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ ମନ କି ବାତ @100 କ୍ୱିଜରେ ଭାଗ ନେବାକୁ ଆହ୍ୱାନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“#MannKiBaat କ୍ୱିଜ ଆଉ କିଛି ଦିନ ବାକି ରହିଲା…ଯଦି ଆପଣମାନେ ଏପର୍ଯ୍ୟନ୍ତ ଏଥିରେ ଭାଗ ନେଇ ନାହାନ୍ତି ତେବେ ନିଶ୍ଚିତ ଭାଗ ନିଅନ୍ତୁ ଓ ଗତ ୯୯ ଅଧ୍ୟାୟର ଆକର୍ଷକ ଯାତ୍ରା ଦେଖନ୍ତୁ, ଯେଉଁଥିରେ ପ୍ରେରଣାଦାୟୀ ସାମୂହିକ ଉଦ୍ୟମ ସମ୍ପର୍କରେ ଆଲୋକପାତ କରାଯାଇଛି ।