ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ ଆଲୋଚନାର ଏକ ଭିଡିଓ ସେୟାର କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି; “ବିଭିନ୍ନ ସରକାରୀ ଯୋଜନା ସଂକ୍ରାନ୍ତରେ ଆଦିବାସୀ ହିତାଧିକାରୀଙ୍କ ସହ ଆଲୋଚନା କରିବା ପରେ ମୁଁ ଅତ୍ୟଧିକ ଆନନ୍ଦିତ । ଗତ କିଛି ବର୍ଷ ମଧ୍ୟରେ ସେମାନଙ୍କର ‘ଜୀବନର ସହଜତା\’ ବୃଦ୍ଧି କରାଯାଇଛି ।

ଏହି ଭିଡିଓଟି ଦେଖନ୍ତୁ ।”