ବାଣ କାରଖାନାରେ ନିଆଁ ଲାଗି ୩ ମୃତ

ବିରୁଧୁନଗର : ତାମିଲନାଡ଼ୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ନିଆଁ ଲାଗି ତିନି ଜଣଙ୍କର ମୃତ୍ୟୁ ହେବା ୫ ଜଣ ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣା ଘଟିବା ପରେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିବା ସହ ତଦନ୍ତ ଚଳାଇଛନ୍ତି ।