ବିଜେପିର ନୂତନ ଦାୟୀତ୍ୱ ଘୋଷଣା

ଋଶ୍ମୀରଞ୍ଜନ କାନୁନଗୋଙ୍କୁ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ଦାୟୀତ୍ୱ ପ୍ରଦାନ

ଭୂବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଶ୍ରୀ ରଶ୍ମୀରଞ୍ଜନ କାନୁନଗୋଙ୍କୁ ସାମାଜିକ ସଂଗଠନ ରାଜ୍ୟ ସଂଯୋଜକଭାବେ ଦାୟୀତ୍ୱ ପ୍ରଦାନ କରାଗଲା ବୋଲି ଗଣମାଧ୍ୟମ ବିଭାଗ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ସୁଚନା ଦେଇଛନ୍ତି ।