ଭୁବନେଶ୍ୱର : ବିଧାନସଭାରେ ପ୍ରଶ୍ନକାଳ ବେଳେ ବୁଧବାର ବିରୋଧୀଙ୍କ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ସ୍ୱଭାବିକ ଭାବେ ଗୃହ ଚାଲି ପାରି ନାହିଁ। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ପୁଲିସ ଓ ଯୁବମୋର୍ଚ୍ଚାଙ୍କ ମଧ୍ୟରେ ହୋଇଥିବା ଧସ୍ତାଧସ୍ତି, ମାଡଗୋଳ ଆଦି କାରଣରୁ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହରେ ଅଚଳ ଅବସ୍ଥା ସୃଷ୍ଟି ହେବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି।
Next Post