ମୃତ୍ୟୁ କିପରି ଆସେ କେତେବେଳେ ଆସେ ତାହା କଳ୍ପନା ବାହାରେ

ଗୁରୁତର ଙ୍କୁ ବିଲେଇପଦା ଅଗ୍ନିଶମ ବିଭାଗ ଆସି ଏହି ଗୁରୁତର ଙ୍କୁ ନେଇ ସ୍ଥାନୀୟ ବାସୁଦେବ ପୁର ମେଡିକାଲ ଭର୍ତ୍ତି କରାଯାଇଛି….

କେନ୍ଦୁଝର : ଯୋଡ଼ା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜ ପଥରେ କଣ୍ଡରା ନିକଟରେ ରାସ୍ତାରେ ଛିଡା ହୋଇଥିବା OR09K-5170 ନମ୍ବର ବିଶିଷ୍ଟ ଟିପର ଗାଡିକୁ ପଛ ପଟୁ ଧକ୍କା ଦେଇଥିଲାOR09L-1070 ନମ୍ବର ବିଶିଷ୍ଟ ବାଇକ ଫଳରେ ଜଣେ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି ଗୁରୁତର ଙ୍କୁ ବିଲେଇପଦା ଅଗ୍ନିଶମ ବିଭାଗ ଆସି ଏହି ଗୁରୁତର ଙ୍କୁ ନେଇ ସ୍ଥାନୀୟ ବାସୁଦେବ ପୁର ମେଡିକାଲ ଭର୍ତ୍ତି କରାଯାଇଛି ଚମ୍ପୁଆ, ମିରସୁଆଁ ଗାଁ ରେ 2 ଜଣ ଗୁରୁତର ଆହତ ହୋଇଛନ୍ତି ବିଲେଇପଦା ପୁଲିସ ପହଂଚି ତଦନ୍ତ କରାଯାଇଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ