ନର୍ଭେରାମର ସ୍ବତନ୍ତ୍ର ଗ୍ରାମସଭାକୁ କରିବା ପାଇଁ ଚକ୍ରାନ୍ତ ଏବେ ପଦାକୁ ଆସିଲା

ନର୍ଭେରାମର ସ୍ବତନ୍ତ୍ର ଗ୍ରାମସଭାକୁ କରିବା ପାଇଁ ଚକ୍ରାନ୍ତ ଏବେ ପଦାକୁ ଆସିଲା। ନର୍ଭେରାମ କମ୍ପାନୀ ଦୁତ୍ତୀୟ ଥର ପାଇଁ ଚେଷ୍ଟା କରୁଛି ନର୍ଭେରାମ କମ୍ପାନୀ କିନ୍ତୁ ଟଣ୍ଟ ଗ୍ରାମବାସୀ ଜାଣିନାହାନ୍ତି। ନର୍ଭେରାମ କମ୍ପାନୀ ମନମୁଖୀ ଏବେ ଦେଖିବାକୁ ମିଳିଛି ବାସ୍ତବରେ ଗ୍ରାମ ବାସୀ ମାନେ ଅଜାଣତରେ କେମିତି ହେବ ସ୍ୱତନ୍ତ୍ର ଗ୍ରାମସଭା ଗ୍ରାମରେ ୱାର୍ଡ ମେମ୍ବର ବି ଜାଣି ନାହାଁନ୍ତି।
କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ଭରା ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡ଼ିଏ ଖଣି କମ୍ପାନୀ ଗଢ଼ି ଉଠିଥିବା ବେଳେ ଅନେକଗୁଡ଼ିଏ ଖଣି କମ୍ପାନୀ ଅଞ୍ଚଳ ବାସିନ୍ଦା ମାନଙ୍କୁ ପ୍ରତାରିତ କରି ନିଜର ମନମୁଖୀ କାର୍ଯ୍ୟ କରୁଛନ୍ତି ଯାହାଫଳରେ ଦିନକୁ ଦିନ ବୃଦ୍ଧି ପାଉଛି ଅଞ୍ଚଳରେ ଜନ ଆସୋନ୍ତସ ସେହିଭଳି ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲାର ଯୋଡା ଖଣିମଣ୍ଡଳ ଅଧିନରେ ଭାଦ୍ରସାହି ପଞ୍ଚାୟତ ଅଧିନସ୍ତ ଟଣ୍ଟୋ ଗ୍ରାମରେ ଥିବା ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ କମ୍ପାନୀ ପ୍ରା:ଲି ରେ, ସୂଚନା ଅନୁଯାୟୀ ଉକ୍ତ ନର୍ଭେରାମ କମ୍ପାନୀ ତାର ପ୍ରସ୍ତାବିତ ପ୍ଲେଟପ୍ଲାଣ୍ଟ ପାଇଁ ୨୭.୨୯ଏକର ଜଙ୍ଗଲ କିସମ ଜମିକୁ ଅଣଜଙ୍ଗଲ ଭାବେ ବ୍ୟବହାର ନିମନ୍ତେ ଗ୍ରାମସଭା କରିବାକୁ ଯୋଜନା କରିଥିଲା ନର୍ଭେରାମ କମ୍ପାନୀର ଉକ୍ତ ସଭାକୁ ଗ୍ରାମ ବାସୀ ଘୋର ବିରୋଧ କରିବା ସହ ସଭାକୁ ଯାଇନଥିଲେ ବିନା ଗ୍ରାମବାସୀରେ ଗ୍ରାମ ସଭାକୁ ଆରମ୍ଭ କରିବାକୁ ନର୍ଭେରାମ କମ୍ପାନୀ କତୃପକ୍ଷ ପ୍ରାୟାସ କରିଥିଲେ ଓ କିଛି ଲୋକଙ୍କୁ ଜୋରଜବରଦସ୍ତି ଗ୍ରାମ ସଭାକୁ ଆଣିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ନର୍ଭେରାମ କମ୍ପାନୀ