ପାଣିଟାଙ୍କିକୁ ଖାଲି କଲୋରମାରି ଚହୋଟ ଚିକଣ କରାଯାଉଛି କିନ୍ତୁ ଲୋକମାନେ ପାଇପାରୁନାହାନ୍ତି ପାଣି

କେନ୍ଦୁଝର: ସରକାର କହୁଛନ୍ତି ବୃହତ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାଣି ଯିବ କିନ୍ତୁ ବାସ୍ତବରେ ଚିତ୍ର ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ଭିନ୍ନ ସରକାର ଯୋଜନା ତ କରୁଛନ୍ତି କିନ୍ତୁ ଗରିବ ଆଦିବାସୀ ମାନଙ୍କ ପାଇଁ ନୁହେଁ l ଠିକାଦାର ଆଉ ଯନ୍ତ୍ରୀ ମାନଙ୍କପାଇଁ କଥାରେ ଅଛି ଆଜ୍ଞା ଦୀପ ତଳ ଅନ୍ଧାର ଆମେ କହୁଛୁ କେନ୍ଦୁଝରଜିଲ୍ଲା ବାଂଶପାଳବ୍ଲକ ଯାତ୍ରାପଞ୍ଚାୟତ ର କଥା ଆମେ କଉ ଗାଁକଥା କହୁନୁଆଜ୍ଞା ଆମେକହୁଛୁ ପଞ୍ଚାୟତ ର କଥା ଜଦି ପଞ୍ଚାୟତରେ ଏହିଭଳି ଅବସ୍ଥା ତେଵେ ଗାଁ ଗୁଡାକରେ କଉଭଳି ଅବସ୍ଥାରେଥିବେ ଗ୍ରାମବାସୀମାନେ ଏହି ଟାଙ୍କିକୁ ଟିକେଦେଖନ୍ତୁ ଦର୍ଶକବନ୍ଧୁ ଟାଙ୍କି ହେଇଛିଆଜ୍ଞା ଟାଙ୍କିକୁ ରାତିପାହିଲେ ସକାଳହେଲେ ପଞ୍ଚାୟତବସି ଦେଖୁଛନ୍ତି କିନ୍ତୁ ଦେଖିବା ପାଞ୍ଚବର୍ଷ ହେଇଗଲାଣି କିନ୍ତୁ ପାଇପାରୁନାହାନ୍ତି ପାଣି ଏତେବଡ଼ ପ୍ରକଳ୍ପ ଥାଇ ମଧ୍ୟ ତିନିଚାରୀ କିଲୋମିଟର ଚୁଆକୁ ପାଣିଆଣିବାକୁ ଯିବାପାଇଁ ପଡୁଛି ଚୁଆପାଣି ପିଇ ଛୁଆମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ସେପଟେ ନଳକୂପ ଗୁଡାକ ଅଚଳ ଅବସ୍ଥାରେ ପଡିରହିଛି ଯେତେଗୁହାରି କଲେମଧ୍ୟ ମରାମତି ହେଇପାରୁନାହିଁ l ପାଣିଟାଙ୍କି ସମସ୍ୟାକୁ ନେଇ ପଞ୍ଚାୟତ ସରପଞ୍ଚକୁ ଜଣେଇବା ସହ ବିଡିଓଙ୍କୁ ମଧ୍ୟ ଜଣେଇଛନ୍ତି ଗ୍ରାମବାସୀ କିନ୍ତୁ ବିଡ଼ିଓଙ୍କ ଅଜପ ଯୁକ୍ତି କହୁଛନ୍ତି ତୁମୋ ଗାଁରେ ପାଇଖୀନ ହେଇନାହିଁ ତେଣୁକରିପାଣିଟାଙ୍କି ଏମିତିରହିଛି l

ପିଓ ମଧ୍ୟ ଉତ୍ତର ରଖିଛନ୍ତି ଟାଙ୍କି କାମସରିନି କେମିତି ଗାଲୁଆମୀ କଥା କହୁଛନ୍ତି ପିଅମହାଶୟ ଦେଖନ୍ତୁଦର୍ଶକବନ୍ଧୁ ପାଣିଟାଙ୍କି ହେବାର ପାଞ୍ଚବର୍ଷ ହେଲାଣି ପିଓ ଆଜ୍ଞା ଆଉକେତେବର୍ଷହେଲେ କାମ ସରିବକି ଆଜ୍ଞା ଠିକଅଛି ଆପଣଙ୍କ କଥା କାମସରିନି ତାହାଲେ କଣପାଇଁ କଲୋର ମାରିକି ଚହଟ ଚିକଣ କରାଯାଉଛି ଯାହାଫଳରେ ଗ୍ରାମବାସୀ ବିରୋଧ କରୁଛନ୍ତି l ଏ କଥା ଆମେ କହୁନୁ ଆଜ୍ଞା କହୁଛନ୍ତି ଗ୍ରାମବାସୀ ଯଦି ପାଣିଟାଙ୍କି ଥାଇକି ଆମେ ପାଣିଟିକେପାଇପାରିବୁ ନାହିଁ ତାହାଲେ ଟାଙ୍କିକୁ କୋଲର ମାରି ଚହଟ ଚିକଣ କରିକି ଲଭ କଣ ବୋଲି କହି ଗ୍ରାମବାସୀ ପାଣିଟାଙ୍କିକୁ କଲୋର ମାରିବାକୁ ବିରୋଧ କରିବାର ଦେଖିବାକୁ ମିଳିଛି ବାକି ରହିଲା ନିୟୁଜ ପ୍ରସାରଣ ପରେ ସମସ୍ୟାର ସମ୍ଭାଧାନ ହେଇପାରୁଛି କି ନାହିଁ l