ଯୁବକଙ୍କୁ ଗୁଳିକରି ହତ୍ୟା

କେନ୍ଦୁଝର : ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିକରି ହତ୍ୟା । କେନ୍ଦୁଝର ଜିଲ୍ଲା ବଡବିଲ୍ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼ କରାଯାଇଛି । ବାଇକ୍‌ରେ ଘରକୁ ଫେରିଲା ବେଳେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ହେଲେ କ’ଣ ପାଇଁ ଗୁଳିମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ବି ଜଣାପଡ଼ି ନାହିଁ ।ଘଟଣାରସ୍ଥଳରେ ପୋଲିସ ପହଞ୍ଚି ମୃତଦହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛି ।ବଡ଼ବିଲ ରୁ ଡିମ୍ପଲ ସାଣ୍ଡିଲ ରିପୋର୍ଟ।