ବିଜୁବାବୁଙ୍କ ଜୀବଦଶାରେ ରାଜନୀତିଠୁ ଦୂରରେ ଥିଲେ ନବୀନ

ସରକାରୀ ଡାକ୍ତରଖାନାରେ ରୋଗୀସେବା କରୁଛନ୍ତି ନକଲି ଡାକ୍ତର!

ବିଜୁବାବୁଙ୍କ ପୁଅ ଭାବି ନବୀନବାବୁଙ୍କୁ ଆଦରି ନେଇଥିବା ସାଢେ଼ ଚାରିକୋଟି ରାଜ୍ୟବାସୀ ଏବେ ତାଙ୍କ ଶାସନର ଯାବତୀୟ ଅଳିଆ ଦେଖିବାକୁ ପାଉଛନ୍ତି । ବିଜୁବାବୁଙ୍କ ଅମଳର ଲୋକମାନେ ଏବେ ନବୀନବାବୁଙ୍କ କଳଙ୍କିତ ଶାସନକୁ ଦେଖି ‘ଆରେ ଏଇଥିପାଇଁ ବିଜୁବାବୁ ବଂଚି ଥାଉ ଥାଉ ନବୀନବାବୁଙ୍କୁ ରାଜନୀତିରେ ପୁରାଉ ନଥିଲେ’ କହିବା ଆରମ୍ଭ କଲେଣି । ନବୀନବାବୁଙ୍କ ଅମଳରେ ସବୁ ନକଲି । ବାପାଙ୍କ ନାମରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଗୁଡ଼ିକ କେବସରକାରୀ ଡାକ୍ତରଖାନାରେ ରୋଗୀସେବା କରୁଛନ୍ତି ନକଲି ଡାକ୍ତର!
ବିଜୁବାବୁଙ୍କ ପୁଅ ଭାବି ନବୀନବାବୁଙ୍କୁ ଆଦରି ନେଇଥିବା ସାଢେ଼ ଚାରିକୋଟି ରାଜ୍ୟବାସୀ ଏବେ ତାଙ୍କ ଶାସନର ଯାବତୀୟ ଅଳିଆ ଦେଖିବାକୁ ପାଉଛନ୍ତି । ବିଜୁବାବୁଙ୍କ ଅମଳର ଲୋକମାନେ ଏବେ ନବୀନବାବୁଙ୍କ କଳଙ୍କିତ ଶାସନକୁ ଦେଖି ‘ଆରେ ଏଇଥିପାଇଁ ବିଜୁବାବୁ ବଂଚି ଥାଉ ଥାଉ ନବୀନବାବୁଙ୍କୁ ରାଜନୀତିରେ ପୁରାଉ ନଥିଲେ’ କହିବା ଆରମ୍ଭ କଲେଣି । ନବୀନବାବୁଙ୍କ ଅମଳରେ ସବୁ ନକଲି । ବାପାଙ୍କ ନାମରେ ଆରମ୍ଭ କରିଥିବା ବିଭିନ୍ନ ଯୋଜନା ଗୁଡ଼ିକ କେବଳ ପ୍ରଚାର ସର୍ବସ୍ୱ ବୋଲି ଜଣାପଡ଼ିଛି । ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ’ ଯୋଜନାର ଉଦାହରଣ ଦିଆ ଯାଇପାରେ ।

ହାଇକୋର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୨ ଅକ୍ଟୋବର ୧୮ ତାରିଖରେ ଦାଖଲ ସତ୍ୟପାଠରୁ ରାଜ୍ୟ ସରକାରଙ୍କ ଅଧୀନରେ ନକଲି ଡାକ୍ତର କାମ କରୁଥିବା ଜଣାପଡ଼ିଥିଲା । ସଂପୃକ୍ତ ନକଲି ଡାକ୍ତରଙ୍କ ବିରୋଧରେ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସଂପୂର୍ଣ୍ଣ ହୋଇନାହିଁ । ରାଜ୍ୟ ସରକାରଙ୍କ ସତ୍ୟପାଠରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ନବୀନ ପଟ୍ଟନାୟକଙ୍କ ମାତାଲ ସରକାର ନିଶାଗ୍ରସ୍ତ ଥିଲାବେଳେ ଯୋଉ ବ୍ୟକ୍ତିମାନଙ୍କୁ ରୋଗୀଙ୍କ ସେବା ପାଇଁ ନିଯୁକ୍ତ କରିଛନ୍ତି; ସେମାନଙ୍କ ଭିତରୁ ଅଧିକାଂଶ ନକଲି । ଗୋଟିଏ ମାମଲାରେ ନକଲି ଡାକ୍ତର ଧରାପଡ଼ିବାରୁ ହାଇକୋର୍ଟ ଏବେ ସବୁ ଡାକ୍ତରଙ୍କ ସାର୍ଟିଫିକେଟ୍‌ ଯାଂଚ କରିବା ପାଇଁ ଆଦେଶ ଦେଇ ନବୀନବାବୁଙ୍କ ମାତାଲ ଶାସନକୁ ପରୋକ୍ଷରେ ଦାୟୀ କରିନାହାନ୍ତି ତ ।
ଯୋଉଠି ଡାକ୍ତର ନକଲି, ଔଷଧ ନକଲି, ଇଂଜେକ୍‌ସନ୍‌ ନକଲି, ନର୍ସ ନକଲି, ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଏକା ଅସଲି ହେବ କେମିତି?

ଳ ପ୍ରଚାର ସର୍ବସ୍ୱ ବୋଲି ଜଣାପଡ଼ିଛି । ଭାତହାଣ୍ଡିରୁ ଗୋଟିଏ ଚିପିବା ନ୍ୟାୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ’ ଯୋଜନାର ଉଦାହରଣ ଦିଆ ଯାଇପାରେ ।