ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି,(ଏସ୍‌ ନ୍ୟୁଜ): ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ପୋଲିସ- ମାଓବାଦୀ ଗୁଳିବିନିମୟ ହୋଇଛି । ସୂଚନାଯୋଗ୍ୟ ପୋଲିସ୍‌ ଗୁଳିରେ କିଛି ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସୁକମା ଏସ୍‌ପି ସୁନୀଲ ଶର୍ମା । ଚିତାଗୁଫା ଜଙ୍ଗଲରେ ଏସ୍‌ଟିଏଫ, ଡିଆର୍‌ଜି ଏବଂ ସିଆରପିଏଫ୍‌ ଜବାନଙ୍କର ବଡ଼ ଧରଣର ଅପରେସନ୍‌ ଚାଲିଛି ।