ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି କରାଯିବ!

କ’ଣ ପାଇଁ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଚଳନ୍ତି ଠାକୁର ପାଣ୍ଡିଆନଙ୍କ ସଂପର୍କରେ ଏଭଳି କିଛି ଅଭିଯୋଗ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିଛି?

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ତାଙ୍କ ସଚିବ ପାଣ୍ଡିଆନଙ୍କ କାର୍ଯ୍ୟକଳାପ ପ୍ରତି କେନ୍ଦ୍ର ସରକାର ସନ୍ଦେହ କରୁଛନ୍ତି? ଆଗାମୀ ଦିନରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବନି ତ?

ଏମିତି ଅନେକ ପ୍ରଶ୍ନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁୁଙ୍କ ଓଡ଼ିଶା ଗସ୍ତ ଉପରେ କରାଯାଇଛି । ବିଜେପିର କିଛି ବରିଷ୍ଠ ନେତାଙ୍କ ମତରେ ରାଷ୍ଟ୍ରପତିଙ୍କ ଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନମୁଖି ଶାସନରେ ବ୍ରେକ୍‌ ଲଗାଇ ଦିଆଯିବା ଦରକାର । ପାଣ୍ଡିଆନଙ୍କ ରାଜକୀୟ ଗସ୍ତ ଉପରେ ବ୍ରେକ ଲଗାଯିବା ଦରକାର । ତା’ ନହେଲେ ଓଡ଼ିଶାକୁ ବିଜେଡି କବଳରୁ ମୁକ୍ତ କରିବା ମୁସ୍କିଲ ।