ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପୁରୁଣା କିଲାଠାରେ ଆୟୋଜିତ ବିକଶିତ ଭାରତ ରାଷ୍ଟ୍ରଦୂତ କଳାକାର କର୍ମଶାଳାକୁ ପ୍ରଶଂସା କରିଛନ୍ତି ଯେଉଁଥିରେ ୫୦,୦୦୦ରୁ ଅଧିକ କଳାକାର ଏକାଠି ହୋଇଥିଲେ  ।

ବିକଶିତ ଭାରତ ରାଷ୍ଟ୍ରଦୂତଙ୍କ ଟ୍ବିଟର ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ; “ଏକ ପ୍ରଶଂସନୀୟ ପ୍ରୟାସ! କାର୍ଯ୍ୟକ୍ରମରେ ଏତେ ସଂଖ୍ୟକ କଳାପ୍ରେମୀଙ୍କୁ ଦେଖି ଖୁସି ଲାଗୁଛି।