ସ୍ୱର୍ଗଦ୍ୱାରରେ ବିଦାୟ ନେଲେ ରାଇମୋହନ

ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ବରିଷ୍ଠ ଅଭିନେତା ରାଇମୋହନଙ୍କ…

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ବରିଷ୍ଠ ଅଭିନେତା ରାଇମୋହନଙ୍କ ଶେଷକୃତ୍ୟ । ସାନଝିଅ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ପଞ୍ଚଭୂତରେ ଲୀନ ହୋଇଛି ଅଭିନେତା ରାଇମୋହନ ପରିଡାଙ୍କ ମରଶରୀର । କୋଟ କୋଟି ଓଡିଆ ଏବଂ ସିନେପ୍ରେମୀଙ୍କୁ ଦୁଃଖ ସାଗରରେ ଭସେଇ ଦେଇ ଆରପାରିକୁ ଚାଲିଯାଇଛନ୍ତି ଯାତ୍ରା ତଥା ସିନେ ଜଗତର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡା । ପୁରୀ ସ୍ୱର୍ଗଦ୍ୱାରରେ ରାଇମୋହନଙ୍କୁ ବିଦାୟ ଦେଇଛନ୍ତି ପରିବାର ଏବଂ ଆତ୍ମୀୟ ସ୍ୱଜନ