ଡେଙ୍ଗୁ ନେଇ ସତର୍କ କରିନାହିଁ ସ୍ୱାସ୍ଥ୍ୟ ବିଭାଗ

ଡେଙ୍ଗୁ ନେଇ ସତର୍କ କରିନାହିଁ ସ୍ୱାସ୍ଥ୍ୟ ବିଭାଗ ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର….

କେନ୍ଦୁଝର: ଡେଙ୍ଗୁ ନେଇ ସତର୍କ କରିନାହିଁ ସ୍ୱାସ୍ଥ୍ୟ ବିଭାଗ ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିଠି ଆସି ନାହିଁ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଡେଙ୍ଗୁ ରୋଗୀ ବଡ଼ବିଲ ରେ ଚିହ୍ନଟ ହୋଇଥିଲେ କେନ୍ଦୁଝର ଜିଲ୍ଲା ରେ ହଲ ଚଲ ସୁଷ୍ଟି କରିଥିଲା ସର୍ବ ଭାରତୀୟ ସ୍ତର ରେ ଡେଙ୍ଗୁ ପାଇଁ ବଡ଼ବିଲ ପୌରପାଳିକା ନାଁ ଥିଲା ଆଜି ବାସ୍ତବରେ ଡେଙ୍ଗୁ ହେଉଛି ରାଜ୍ୟରେ ଏକ ପ୍ରମୁଖ ଜନ ସ୍ୱାସ୍ଥ୍ୟ ସମସ୍ୟା ବର୍ଷା ସହିତ ଡେଙ୍ଗୁ ସଂକ୍ରମଣ ଜଡିତ ଆଗକୁ ମୌସୁମୀ ଆଶୁଛି ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶା ସଫା ପାଣିରେ ବଂଶ ବିସ୍ତାର କରିଥାଏ।

ଗତ କିଛିବର୍ଷ ହେବ ପାର୍କ, ଗାର୍ଡେନ, ପାଣି ଟାଙ୍କି, ବୁଲା ଗାଈଗୋରୁଙ୍କ ପାଇଁ ରହୁଥିବା ପାତ୍ର, ଲୋକମାନେ ଘରେ ସାଜସଜା ପାଇଁ ରଖୁଥିବା ଗଛର ପାତ୍ରରେ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏବେଠାରୁ ଅବ୍ୟବହୃତ ଟାୟାର, ପ୍ଲାଷ୍ଟିକ କଣ୍ଟେନର, ମାଟି ପାତ୍ର ଓ ଅନ୍ୟାନ୍ୟ ଜିନିଷକୁ ହଟାଯାଉ। କେବେ ଆସିବ ଚିଠି ବଡ଼ବିଲ ପୌରପାଳିକା ଓ ବଡ଼ବିଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜନ ସାଧାରଣ କୁ କେବେ ମିଳିବ ସଚେତନତା ବାର୍ତା ତାହା ଏବେ ବଡ଼ ପ୍ରଶ୍ନ ଉଠୁଛି ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ