ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ରେ ଓଲଟି ପଡିଲା ଯାତ୍ରୀବାହୀ ବସ୍‌

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଏକ ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍‌। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଯାଇଛି ବେଳେ ୧୦ରୁ ଅଧିକ ଗୁରୁତର ହେଇଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ ବୟସ (୫୪)ବୋଲି ସୂଚନା ଜାଣିବାକୁ ମିଳୁଛି ।