ସ୍କୁଲ ବସକୁ ଲାଗିଲା ୪ ଲକ୍ଷ ଟଙ୍କା ଫାଇନ୍

ଶିମିଳିଗୁଡା: ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ । କୋରାପୁଟ ଶିମିଳିଗୁଡାର ଏକ ସ୍କୁଲ ବସକୁ ଏହି ଫାଇନ୍ ଲାଗିଛି । ତେବେ ଉକ୍ତ ବସଟି ନେତାଜୀ ଇଂଲିଶ ମିଡିୟମ୍ ସ୍କୁଲର ବୋଲି ଜଣାପଡିଛି । ଆଉ ଏହି ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଫିଟନେସ୍, ପରମିଟ୍ ଆଉ ଇନ୍ସରୁାନ୍ସ ନଥିବାରୁ ପରିବହନ ବିଭାଗ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରିଛି ।