କାଲିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଚାଲିଛି

୨ ଦିନ ଧରି ଢେଙ୍କାନାଳ ଯୋରନ୍ଦାରେ ଚାଲିବ ମେଳା
ମହିମାଗାଦୀରେ ୨ ଦିନ ଧରି ସନ୍ଧ୍ୟାରେ ଜଳିବ ଝାଡ଼ଦୀପ