ଭିଜିଲାନ୍ସ ହାତରେ ବନଖଣ୍ଡ ଅଧିକାରୀ

ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଲମତାପୁଟ ବନଖଣ୍ଡ ଅଧିକାରୀ ସୁରଜିତ ସାହୁ। ବିପୁଳ ପରିମାଣର ଟଙ୍କା ନେଇ ଯାଉଥିବାବେଳେ ତା​‌ଙ୍କୁ ଭିଜିଲାନ୍ସ ​‌ ଧରିଛି । କୋରାପୁଟରୁ ଭୁବନେଶ୍ବର ଯାଉଥିବାଳେ ତା​‌ଙ୍କୁ ଭିଜିଲାନ୍ସ ଟଙ୍କା ସହ​‌ ଧରିଛି । ପାଖରେ ଥିବା ଏତେ ପରିମାଣା  ଟଙ୍କା କେଉଁଠୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତା​‌ଙ୍କୁ ଭିଜିଲାନ୍ସ ​‌ ଧରିଛି । ସୁରଜିତଙ୍କ ପାଖରୁ ୧ ଲକ୍ଷ ୫ହଜାର ଟଙ୍କା ଜବତ ହୋଇଛି । ଏହା ସହିତ ସୁରଜିତଙ୍କ ବିଭିନ୍ନ ଠିକଣାରେ ଚଢଉ ଜାରି ରହିଛି।