ବିଜେପି ରେ ମିଶିବେ କି ସମୀର

ନିମାପଡା ରେ ଲଗାତାର ଜିତି ଆସୁଥିବା ନେତା ସମୀର ଦାସ ଙ୍କୁ ବିଜେଡି ଟିକେଟ ଦେଇନାହିଁ ଦଳ ଛାଡ଼ିବେ କି ସମୀର ଏବେ ବିଜେପି ରେ ମିଶିବେ କି ସମୀର ଲୋକ ଙ୍କ କଥା ରୁ ଜଣ ପଡୁଛି । ଯେ ନିମାପଡା ରେ ବିଜେଡି ଦିଲୀପ ନାୟକ ପ୍ରାଥୀ କରିଛି ସମୀର ବିଜେଡି ଛାଡ଼ିଦେବେ ନିଜର ଶକ୍ତି ପ୍ରଦଶନ କଲା ପରେ ବି ମିଳିଲାନି ।ନିମପଡ଼ା ରେ କିଏ ବାଜିମାତ କାରିବ ତାକୁ ନେଇ ଚିନ୍ତା ରେ ଜନତା ବିଜେପି ମୁହାଁ ହେବେ କି ସମୀର ଶକ୍ତି ର ପ୍ରଦର୍ଶନ ବି କରିଲା କରେ ବି ଶୁଣିଲେନି କି ବିଜେଡି ସୁପ୍ରିମ ଏଠି ସହିତ ଜନତା ଚିନ୍ତା ରେ ଅଛନ୍ତି ।