ପୁଣି ଏକ ରେକର୍ଡ କଲେ ଝୁଲଣ ଗୋସ୍ୱାମୀ

ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀ ପୁଣି ଏକ ରେକର୍ଡ କରିଛନ୍ତି । ସୂଚନାଯୋଗ୍ୟ ଯେ, ସେ ଦିନିକିଆରେ ୨୫୦ ୱିକେଟ ନେଇ ବିଶ୍ୱର ପ୍ରଥମ କ୍ରିକେଟର ହୋଇଥିଲେ । ଏବେ ପୁଣି ସେ ସେ ୨୦୦ ଦିନିକିଆ ଖେଳି ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ମହିଳା କ୍ରିକେଟର ଭାବେ ୨୩୦ ଦିନିକିଆ ଖେଳିଥିବା ମିତାଲି ରାଜ ବିଶ୍ୱର ପ୍ରଥମ ମହିଳା କ୍ରିକେଟର ଭାବେ ଏହି ରେକର୍ଡ କରିଛନ୍ତି ।