ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇ ଦେଇଛି ଭାରତ । ଓପେନିଂ ଯୋଡ଼ିରେ ୧୪୨ରନ ସଂଗ୍ରହ କରିଛନ୍ତି ଋତୁରାଜ ଓ ଶୁବମନ।

ଋତୁରାଜ ୭୧, ଶୁବମନ ୭୪, ରାହୁଲ୬୮ ଓ ସୂର୍ଯ୍ୟଙ୍କ ୫୦ ରନ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆର ୨୭୬ ରନ ଜବାବରେ ଭାରତ ୨୮୧/୫। ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି ଭାରତ ।