ହକି ବିଶ୍ୱକପ୍ ଲୋଗୋ ଉନ୍ମୋଚିତ

ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ୍ ଲୋଗୋ….

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌):  ଉନ୍ମୋଚିତ ହେଲା ୨୦୨୩ରେ ହେବାକୁ ଥିବା ହକି ବିଶ୍ୱକପ୍ ଲୋଗୋ । କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

FIH ଓଡିଶା ହକି ପୁରୁଷ ବିଶ୍ୱକପ ୨୦୨୩ ଉନ୍ମୋଚିତ ଲୋଗୋ ରେ ଭୁବନେଶ୍ୱର-ରାଉରକେଲା।

# କାଲିଙ୍ଗା ଷ୍ଟାଡିୟମରେ ଲଗାତାର ହକି ବିଶ୍ୱକପ ଆୟୋଜନ କରିବା # ଓଡ଼ିଶା ପାଇଁ ଏହା ଏକ ବିରଳ ସମ୍ମାନ। କାଉଣ୍ଟଡାଉନ୍ ଆରମ୍ଭ ହେବାପରେ ହକିର ଆଉ ଏକ ସୁନ୍ଦର ଦୃଶ୍ୟର ସାକ୍ଷୀ ହେବାକୁ ବିଶ୍ୱକୁ ସ୍ୱାଗତ କର ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ ଦେଇଛନ୍ତି ।