ଶବ ନିକଟରୁ ଶୁଣନ୍ତୁ ବିଶ୍ୱତାପନର ଭୟଙ୍କର ପରିଣତି, ୨୮ ବର୍ଷ ତଳେ ହଜି ଯାଇଥିଲେ Shaksi News Aug 9, 2025 ଆଜକୁ ୨୮ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ପାକିସ୍ତାନୀ ଯୁବକଙ୍କ ମୃତଦେହ ସନ୍ଧାନ ମିଳିଛି କୋହିସ୍ତାନ ପର୍ବତମାଳା କୋଳରେ ।…