ରାଜସ୍ଥାନର କ୍ରମାଗତ ଚତୁର୍ଥ ପରାଜୟ Shaksi News Oct 9, 2020 0 ଦୁବାଇ: ଚଳିତ ଆଇପିଏଲରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪୬ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇ ଦେଇଛି । ବିଜୟ!-->…
କିଙ୍ଗସ୍ ଇଲେଭେନ ପଞ୍ଜାବକୁ ୬୯ ରନ୍ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ Shaksi News Oct 8, 2020 0 ଭୁବନେଶ୍ବର (ଏସ୍ ନ୍ଯୁଜ ): ଚଳିତ ଆଇପିଏଲରେ ଦୁବାଇଠାରେ ଖେଳା ଯାଇଥିବା ୨୨ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ( ଏସଆରଏଚ!-->!-->!-->…
ସିଏସ୍କେକୁ ୧୦ ରନରେ ହରାଇ ତୃତୀୟ ସ୍ଥାନକୁ ଉଠିଲା କେକେଆର Shaksi News Oct 7, 2020 0 ଆବୁଧାବି: ଚଳିତ ଆଇପିଏଲରେ ବୁଧବାର ଖେଳାଯାଇଥିବାମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗ୍ସ (ସିଏସ୍କେ)ଠୁ କୋଲକାତା ନାଇଟ୍ ରାଇଡର୍ସ!-->…
ଆଇପିଏଲ ମ୍ଯାଚ୍: ତୃତୀୟ ଥର ପାଇଁ ହାରିଲା ରାଜସ୍ଥାନ Shaksi News Oct 6, 2020 0 ଭୁବନେଶ୍ବର (ଏସ୍ ନ୍ଯୁଜ ): ଚଳିତ ଆଇପିଏଲରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ସହଜ ବିଜୟ ସହ ପଏଣ୍ଟ ଟେବୁଲର ଟପ!-->…
ଆର୍ସିବିକୁ ହରାଇ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ Shaksi News Oct 5, 2020 0 ଭୁବନେଶ୍ବର (ଏସ୍ ନ୍ଯୁଜ): ଚଳିତ ଆଇପିଏଲରେ ସୋମବାର ଖେଳାଯାଇଥିବା ମ୍ୟାଚରେ!-->!-->!-->…
ପୁଣି କ୍ରିକେଟ ଖେଳିବେ ଯୁବରାଜ! Shaksi News Sep 10, 2020 0 ମୁମ୍ବାଇ: ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଯୁବରାଜ ସିଂ ପୁଣିଥରେ ମୈଦାନକୁ ଫେରିବାକୁ ଚାହୁଁଛନ୍ତି। ତେବେ ଭାରତୀୟ୍!-->…
ଆଇପିଏଲ ୨୦୨୦: ମ୍ୟାଚ୍ ସୂଚୀରେ ବିଳମ୍ବ କାହିଁକି? Shaksi News Aug 24, 2020 0 ମୁମ୍ବାଇ: ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ। ପୂର୍ବ ଯୋଜନା ମୁତାବକ ସମସ୍ତ ମ୍ୟାଚ୍ ଭାରତ ବଦଳରେ ୟୁଏଇରେ!-->…
ଧୋନିଙ୍କୁ ବଡ଼ ଆକାରରେ ବିଦାୟୀ ଦିଆଯାଉ: ରାହୁଲ Shaksi News Aug 19, 2020 0 ମୁମ୍ବାଇ: ବହୁ କ୍ରିକେଟ ପଣ୍ଡିତଙ୍କ ଅଙ୍କକୁ ଗଡ଼ବଡ଼ କରି ଶେଷରେ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ!-->…
ଧୋନିଙ୍କ ରାସ୍ତାରେ ରୈନା, ନେଲେ ଅବସର Shaksi News Aug 16, 2020 0 ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀଙ୍କ ପରେ ସୁରେଶ ରୈନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ କୁ ବାଏ ବାଏ କରିଛନ୍ତି । ରୈନା ଇନଷ୍ଟାଗ୍ରାମରେ!-->…
ଅନ୍ତର୍ଜାତୀୟ କ୍ରିକେଟରୁ ଧୋନିଙ୍କ ଅବସର, କ୍ୟାରିଅର ଉପରେ ନଜର ପକାନ୍ତୁ Shaksi News Aug 15, 2020 0 ରାଞ୍ଚି(ଏସ୍ ନ୍ୟୁଜ): ଭାରତୀୟ କ୍ରିକେଟ ପୃଷ୍ଠାରେ ସବୁଠୁ ସଫଳ ଅଧିନାୟକ ଭାବେ ନିଜର ନାମ ଛାପିଥିବା ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ!-->…