କରୋନାର ନୂଆ ଭାରିଏଣ୍ଟ ଅଧିକ ଘାତକ ହୋଇପାରେ – ହୁ Shaksi News Feb 9, 2022 0 ୱାଶିଂଟନ: ଓମିକ୍ରନ ଭାରିଏଣ୍ଟ ଦୁର୍ବଳ ହେଉଥିବାରୁ ସାରା ବିଶ୍ୱରେ ଏବେ ଜୀବନ ଯାତ୍ରା ଧୀରେଧୀରେ ସ୍ୱାଭାବିକ ହେଉଛି। କରୋନା ମହାମାରୀକୁ…
ନେହା ଭାସିନ୍ କରୋନା ସଂକ୍ରମିତ Shaksi News Feb 9, 2022 0 ନୂଆଦିଲ୍ଲୀ : ବିଗବସ୍ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିଥିବା ଗାୟିକା ନେହା ଭାସିନ୍ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ସେ ସୋସିଆଲ…
୨୪ ଘଣ୍ଟାରେ ୧୭୧୨ କରୋନା ଆକ୍ରାନ୍ତ ଚିହ୍ନଟ, ଆଉ ୨୨ ମୃତ Shaksi News Feb 9, 2022 0 ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଗଣ୍ଟାରେ ରାଜ୍ୟରେ ୧୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୨୨ ଜଣଙ୍କର ମୃତ୍ୟୁ ଘଟିଛି।!-->…
ରାଜ୍ୟରେ ଆଉ ୨୧ ମୁଣ୍ଡ ନେଲା କରୋନା Shaksi News Feb 8, 2022 0 ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ!-->…
୨୦ ଜଣକୁ ନେଇ ପ୍ରଚାର, ୩ଶହ ଜଣରେ ସଭା Shaksi News Feb 7, 2022 0 କୋହଳ ହେଲା କରୋନା କଟକଣା ଭୁବନେଶ୍ୱର : ଗତ କିଛି ଦିନ ଧରି କରୋନା ଗ୍ରାଫ ତଳମୁହାଁ ଥିବା ବେଳେ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ!-->!-->!-->…
ଏମ୍ସ ରେ ଓପିଡି ସେବା ଆରମ୍ଭ Shaksi News Feb 7, 2022 0 ଭୁବନେଶ୍ୱର : ଆଜିଠାରୁ ଏମ୍ସରେ ପୁଣି ଓପିଡି ସେବା ଆରମ୍ଭ ହୋଇଛି । ସମସ୍ତ ବିଭାଗଗୁଡ଼ିକ କୋଭିଡ୍ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ!-->…
୨୪ ଘଣ୍ଟାରେ ରାଜ୍ୟରେ ଆଉ ୧, ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ Shaksi News Feb 7, 2022 0 ଭୁବନେଶ୍ୱର: ରାଜ୍ୟରେ ୨ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧, ୪୯୭ କରୋନା ଆକ୍ରାନ୍ତ ଚିହ୍ନଟ!-->…
ଶୁଭାରମ୍ଭ ହେଲା ପ୍ରଥମ ଛୁଞ୍ଚିବିହୀନ ଭ୍ୟାକ୍ସିନ Shaksi News Feb 6, 2022 0 ନୂଆଦିଲ୍ଲୀ: ପାଟନାରେ ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ ଟିକା ‘ଜାଇକୋଭ-ଡି’ର ଶୁଭାରମ୍ଭ ହୋଇଯାଇଛି । କରାଯାଇଛି । ଛୁଞ୍ଚି ଫୋଡା ଭୟରେ!-->…
ରାଜ୍ୟରେ ୨୪ ଘଣ୍ଟାରେ ୨,୧୦୬ ନୂଆ ଆକ୍ରାନ୍ତ ଚିହ୍ନଟ Shaksi News Feb 6, 2022 0 ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ୬୦ ହଜାର ୪୮୩ ନମୁନା ପରୀକ୍ଷା ହୋଇଥିବା ବେଳେ ୨ ହଜାର ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ!-->…
କେନ୍ଦ୍ର ୫ କୋଟି ଡୋଜ କୋର୍ବେଭାକ୍ସ ଟିକା କିଣିବ Shaksi News Feb 6, 2022 0 ନୂଆଦିଲ୍ଲୀ : କୋରୋନା ବିରୋଧୀ ଲଢ଼େଇରେ ପାଇଁ କେନ୍ଦ୍ର ସରକାର କୋର୍ବେଭାକ୍ସ ଟିକାର ୫ କୋଟି ଡୋଜ ପାଇଁ ଅର୍ଡର ଦେଇଛନ୍ତି ।!-->…