ଗୋଟିଏ ପଟେ ଯୁଦ୍ଧ ଅନ୍ୟପଟେ ଆରମ୍ଭ ହେଲା ଶାନ୍ତି ଆଲୋଚନା Shaksi News Mar 1, 2022 ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଭିତରେ ଆରମ୍ଭ ହୋଇଛି ଶାନ୍ତି ଆଲୋଚନା । ଏହି ଉଭୟଙ୍କ ଆଲୋଚନା ବେଲାରୁଷ ସୀମାରେ…
ରୁଷ-ୟୁକ୍ରେନ ୟୁଦ୍ଧ ପାଇଁ ଅଶୋଧିତ ତୈଳ ଦର ଉପରେ ପ୍ରଭାବ ପଡୁଛି Shaksi News Mar 1, 2022 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଭିତରେ ଯୁଦ୍ଧ ପଞ୍ଜମ ଦିନରେ ପହଞ୍ôଚଛି । ଯାହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡିଛି । ଅଶୋଧିତ ତୈଳ ଦର…
ୟୁକ୍ରେନର ଖାର୍କିଭ ସହରରେ ଥିବା ଗ୍ୟାସ ପାଇପଲାଇନ ଉଡାଇଲା ରୁଷ Shaksi News Feb 28, 2022 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ରୁଷ ସୈନମାନେ ୟୁକେନର ରାଜଧାନୀ କିଭ ଅଭିମୁଖେ ବଢୁଛି । ଅନ୍ୟପକ୍ଷରେ…
ଅଜଣା ଫାଇଟର ରୁଷର ୭ ଯୁଦ୍ଧ ବିମାନ ଖସାଇଲାଣି Shaksi News Feb 28, 2022 ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଜାରି ରହିଛି । ଏହାସହ ରୁଷ ସୈନିକ ମଧ୍ୟ ଗୋଟିଏ ପରେ ଗୋଟିଏ ସହର ଦଖଲ କରୁଛନ୍ତି ।…
ରୁଷ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ Shaksi News Feb 28, 2022 ନୂଆଦିଲ୍ଲୀ: ରୁଷ ସହ ଆଲୋଚନା ପାଇଁ ୟୁକ୍ରେନ ପ୍ରସ୍ତୁତ । କିନ୍ତୁ ବେଲାରୁଷରେ ଏହି ଆଲୋଚନା ପାଇଁ ୟୁକ୍ରେନ ମନା କରିଛି । ୟୁକ୍ରେନ…
ଋଷର ପରମାଣୁ ‘ହାଇଆଲର୍ଟ’ରେ Shaksi News Feb 27, 2022 ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ରୁଷ । ରୁଷ ସୈନିକ ୟୁକ୍ରେନର ରାଜଧାନୀ କିଭର ନିକଟତର ହୋଇଛନ୍ତି । ସେପଟେ ଯୁଦ୍ଧ ରୋକିବାକୁ…
ଯୁଦ୍ଧର ଚତୁର୍ଥ ଦିନରେ ଆକାଶ ମାର୍ଗରୁ ରୁଷର ଲଗାତର ଆକ୍ରମଣ Shaksi News Feb 27, 2022 ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଅତି-ଭୟଙ୍କର ହେବାରେ ଲାଗିଛି । ଏହି ଯୁଦ୍ଧରେ ଅନେକ ଜନସାଧାରଣଙ୍କ ଜୀବନ ଯାଇଛି ।…
ୟୁକ୍ରେନ୍ ଉପରେ ଋଷର ଭିଟୋକୁ ନିନ୍ଦା କଲେ ୫୦ଟି ରାଷ୍ଟ୍ର Shaksi News Feb 26, 2022 ପ୍ରାୟ ପଚାଶଟି ରାଷ୍ଟ୍ର ଶନିବାର ଏକ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ସେମାନେ ୟୁକ୍ରେନରେ ଋଷର ସାମରିକ କାର୍ଯ୍ୟାନୁଷ୍ଠାନକୁ…
ୟୁକ୍ରେନର ୧ ଲକ୍ଷ ଜନତା ଘରଦ୍ୱାର ଛାଡିଛନ୍ତି Shaksi News Feb 26, 2022 ନୂଆଦିଲ୍ଲୀ : ଗତକାଲି ଠାରୁ ଆରମ୍ଭ ହୋଇଥିବା ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଥିବା ଲଢେଇ ଏଯାଏଁ ବି ଜାରି ରହିଛି। ତେବ ଶୁକ୍ରବାର…
ଆଲୋଚନା ପାଇଁ ୟୁକ୍ରେନକୁ ରୁଷର ପ୍ରସ୍ତାବ Shaksi News Feb 26, 2022 ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଘୋମାଘୋଟ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି । ରୁଷ ୟୁକ୍ରେନରେ ଘନ ଘନ ମିସାଇଲ ମାଡ କରିଛି । ଏହି…