ଉଚ୍ଚ ରକ୍ତଚାପ ଓ ମଧୁମେହର କାରଣ By Shaksi News Last updated Jul 20, 2021 0 ଆଜିର ଧାଁ-ଦୌଡ଼ ଦୁନିଆରେ ଅନେକ ଲୋକ ରାତିରେ ବିଳମ୍ବରେ ଖାଇଥାନ୍ତି। ଆଉ ଏହି ଅଭ୍ୟାସ ସ୍ୱାସ୍ଥ୍ୟପକ୍ଷେ ହାନିକାରକ। ରାତିରେ ଡେରିରେ ଖାଇଲେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା ଡେରିରେ ଖାଇବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ। * ଡେରିରେ ଖାଇଲେ ପାଚନତନ୍ତ୍ର ଖରାପ ହୋଇପାରେ। ଏହାଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦେଖାଦେବ। ବିଳମ୍ବ ରାତିରେ ଖାଇଲେ ଖାଦ୍ୟ ହଜମ ହେବ ନାହିଁ। ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 * ରାତିରେ ଡେରିରେ ଖାଇବା ଦ୍ୱାରା ନିଦ ଠିକଭାବେ ହୋଇନଥାଏ। * ବିଳମ୍ବରେ ଖାଇଲେ ମେଟାବୋଲିଜିମ୍ ଧୀମା ହୋଇଯାଇଥାଏ। ଏହା କେଲେରୀ ଜଳାଇବାରେ ଏତେ ପ୍ରଭାବୀ ହୋଇନଥାଏ ଯେତିକି ଦିନରେ ହୋଇଥାଏ। ଏହାଦ୍ୱାରା ଓଜନ ବଢ଼ିଥାଏ। * ରାତିରେ ବିଳମ୍ବରେ ଖାଇବାର ଅଭ୍ୟାସ ଉଚ୍ଚ ରକ୍ତଚାପ ଓ ମଧୁମେହର କାରଣ ହୋଇପାରେ। Continue Reading #HealthHeaith Tips 0 Share