୯ରେ କାଟ୍ରିନା-ଭିକିଙ୍କ ବାହାଘର By Shaksi News Last updated Dec 6, 2021 0 ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ୍ ଆସନ୍ତା ୯ରେ ଅଭିନେତା ଭିକି କୌଶଲଙ୍କୁ ବିବାହ କରିବେ । ଗତ ୩ ତାରିଖରେ ସେମାନଙ୍କ କୋର୍ଟ ବିବାହ ଶେଷ ହୋଇଛି । ରାଜସ୍ଥାନରେ ଏକ ରାଜକୀୟ ଉତ୍ସବରେ ଉଭୟଙ୍କ ଏହି ବାହାଘର ହେବ । ୬ରୁ ୧୧ ପର୍ଯ୍ୟନ୍ତ ଏହି ଫୋର୍ଟ ବୁକ କରାଯାଇଥିବା ଜଣାପଡିଛି । Continue Reading EntertainmentNATIONAL INTERNATIONAL 0 Share