ନୂଆଦିଲ୍ଲୀ : ଟେନିସ୍ ଷ୍ଟାର ରାଫେଲ ନାଦାଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କିଛିଦିନ ପୂର୍ବରୁ ସେ ଦୁବାଇରୁ ଫେରିଥିଲେ । ସେ ଏବେ ସ୍ପେନରେ ପହଞ୍ଚିବା ପରେ କରୋନା ଆକ୍ରାନ୍ତରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ରାଫେଲ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ ସାମାନ୍ୟ ଅସୁସ୍ଥ ଅନୁଭବ କରୁଛିନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରାଇନେବାକୁ ଅନୁରୋଧ କରିଛନ୍ତି । ରାଫେଲ ନାଦାଲ ଦୁବାଇରେ ଅନୁଷ୍ଟିତ ବିଶ୍ୱ ଟେନିସ୍ ଚାମ୍ପିୟନସିପ୍ ଖେଳି ସ୍ପେନ ଫେରିଥିଲେ । କିନ୍ତୁ ଏବେ ସେ