ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କର ୩୬ ତମ ଜନ୍ମଦିନ ପାଳନ କରିଛନ୍ତି । ସେହିଭଳି ଦୀପିକା ଓ ରଣବୀରଙ୍କୁ ନେଇ ବଲିଉଡରେ ପ୍ରାୟ ସବୁବେଳେ ଚର୍ଚ୍ଚା ହୋଇଥାଏ । ଦୀପିକା ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଦୀପିକା ଏକ ସାକ୍ଷାତକାରରେ କହିଥିଲେ କି ତେବେ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ରାମଲିଲା ଶୁଟିଂ ସମୟରେ ରଣବୀରଙ୍କ ପ୍ରେମରେ ପଡିଥିଲେ ।
ସୂଚନା ଅନୁଯାୟୀ ରଣବୀର-ଦୀପିକା ୨୦୧୮ରେ ଇଟାଲୀରେ ବିବାହ କରିଥିଲେ । ଏହି ବିବାହରେ କେବଳ ପରିବାର ସଦସ୍ୟ ସାମିଲ ହୋଇଥିଲେ ।