ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ
ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଗରୀବ ଶ୍ରେଣୀର ୩ରୁ ୭ ବର୍ଷର ପିଲାମାନେ ବେସରକାରୀ ବିଦ୍ୟାଳୟ ଗୁଡିକରେ ନିଃଶୁଳ୍କ ଶିକ୍ଷା ପାଇପାରିବେ। ଗ୍ରହଣ ହୋଇଥିବା ଆବେଦନ ଗୁଡିକ ଯାଞ୍ଚ କରାଯାଇ ଲଟେରୀ ମାଧ୍ୟମରେ ନାମ ଚୟନ କରାଯାଇଛି।
ଖାଲିଥିବା ସିଟ୍ ପାଇଁ ୨ୟ ପର୍ଯ୍ୟାୟରେ ମେ’ ମାସରୁ ଆବେଦନ ଗ୍ରହଣ କରାଯିବ। ଓସେପା ହେଲ୍ପଲାଇନ: ୧୮୦୦୩୪୫୬୭୨୨