ଦେଖାଦେଇଛି । ଏନେଇ ମାଇକ୍ରୋସୋଫ୍ଟର ସହସଂସ୍ଥାପକ ବିଲ ଗେଟ୍ସ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଚନ୍ତି । ସେହିପରି ସେ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ବୋଲି ସୂଚନା ଦେଇଛନ୍ତି । ସେହିପରି ସେ କହିଛନ୍ତି ଯେ, କୋଭିଡ ଟିକାର ବୁଷ୍ଟର ଡୋଜ ନେଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି ଏବଂ ଭଲ ଚିକିତ୍ସା ସେବାର ଲାଭ ଉଠାଇପାରିବି ବୋଲି କହିଛନ୍ତି ।