ଏକ ଦିବସିୟ ବିଜ୍ଞାନ ମେଳା ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ଅପା Padma Shri Tulsi Apa was the chief guest .. By Shaksi News On Jun 29, 2022 0 କେନ୍ଦୁଝର: ଯୋଡ଼ାବ୍ଳକ ଅଧୀନରେ ଥିବା କଳିଙ୍ଗନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାଟ କାମବେଡା ଠାରେ ୨୦ ଟି ସ୍କୁଲର ଛାତ୍ର ଓ ଛାତ୍ରୀ ମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଦର୍ଶନି ଅଂଶ ଗ୍ରହଣ କରିଥିଲେ । ଆରିଆ ଗ୍ରୁପ ଫାଉଣ୍ଡେସନ ତରଫରୁ ଆୟୋଜିତ କରାଯାଇଥିଲା। କଳିଙ୍ଗନଗର ସରକାରୀ ଉଚ୍ଚ ବିଦ୍ୟାଳୟ କଳିଙ୍ଗ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ଦିବସିୟ ବିଜ୍ଞାନ ମେଳା ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ତୁଳସୀ ଅପା ଓ ସଂମାନୀୟ ଅତିଥି ଯୋଗ ଦେଇଥିଲେ ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ ଦୀପ ପ୍ରଜ୍ଵଳନ କରିବା ସାଂଗକୁ ମା ତାରିଣୀ ଫଟୋ ରେ ପୁଷ୍ପ ମାଲ୍ୟପଣ କରି ଶୁଭା ରମ୍ଭ କରାଯାଇଛି। ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ଯୋଡ଼ା ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚରଣ ବେହେରା ଆରୀୟା ଫାଉଣ୍ଡେସନ ଗ୍ରୁପର ମୁଖ୍ୟ କୋଷାଧ୍ୟକ୍ଷ ଦେବେନ୍ଦ୍ର ଗୁପ୍ତା ବରିଷ୍ଠ ମୁଖ୍ୟ ପରିଚାଳକ ପ୍ରବେଶ ପାଣ୍ଡେ ,ଆରୀୟା ପ୍ରବନ୍ଦକ ଡ଼ଃ ପଦ୍ୟୁମ୍ନ ବିଦ୍ୟଧର, ଏ ମ ଭି ଆଇ ପି ଦୃର୍ଗା ପ୍ରସାଦ ରାଓ, ଆରୀୟା କର୍ମଚାରୀ ବିଭୁତି ଭୂଷଣ ମହାନ୍ତି, ଦୀପକ କୁମାର ସାହୁ,କଳିଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷିକ କଳାକର ମହାନ୍ତ ଓ ଦୁଖଃ ବନ୍ଧୁ ମିଶ୍ର ସଭା ପରିଚାଳନା କରିଥିଲେ। କଳିଙ୍ଗସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦ ଟି ପ୍ରକଳ୍ପ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ର ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।ଚମ୍ପୁଆ ଉପ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଆସି ୨୦ ସ୍କୁଲର ବିଜ୍ଞାନ ପ୍ରଦର୍ଶନୀ ବୁଲି ଅନୁଧ୍ୟାନ କରିଥିଲେ।କଳିଙ୍ଗ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।କଳିଙ୍ଗ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ କଳା ଶିକ୍ଷକ ପ୍ରଭୂଦତ୍ତ ମହାନ୍ତ ଙ୍କ ଦ୍ଵାରା ଆକର୍ଷଣୀୟ ତୁଳସୀ ଅପା ଙ୍କ ପ୍ରତିଛବି କୁ ତୁଳସୀ ଅପାଙ୍କୁ ଅର୍ପଣ କରିଥିଲେ। ଆରୀୟା ଗ୍ରୁପର ସବୁ କର୍ମଚାରୀ ଉପସ୍ଥିତ ଥିବା ସହ କଳିଙ୍ଗ ନଗର ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ। Continue Reading Kendujhar NewsKendujhar News ShaksiNewsodia newsodisha newsPadma Shri Tulsi Apascience fair 0 Share