ବୋଲ୍ଡ ଅବତାରରେ ଟେଲି ଅଭିନେତ୍ରୀ ହିନା

ହିନାଙ୍କର ଗ୍ଲାମରସ୍‌ ଓ ବୋଲ୍ଡ ଅବତାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକରେ ହିନା ଏକ ଧଳା ଚମକଦାର ପୋଷାକ…

ମୁମ୍ବାଇ : ଟେଲି ଅଭିନେତ୍ରୀ ହିନା ଖାନ ସୁନ୍ଦର ଅଭିନୟ ହେତୁ ହିନା ଖାନ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଟେଲି ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ’ରେ ସହିତ ହିନା ଖାନ ଅଭିନୟ ଜଗତରେ ପାଦ ଦେଇଥିଲେ ।

ହିନା ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ଫଟୋ ସେୟାର କରିଥାନ୍ତି । ହେଲେ ଏବେ ତାଙ୍କର ଏମିତି ଏକ ଫଟୋ ଭାଇରାଲ୍‌ ହୋଉଛି ଯାହା ନିଆଁ ଲଗାଉଛି ।

ହିନାଙ୍କର ଗ୍ଲାମରସ୍‌ ଓ ବୋଲ୍ଡ ଅବତାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡ଼ିକରେ ହିନା ଏକ ଧଳା ଚମକଦାର ପୋଷାକ ପିନ୍ଧିଥିବା ବେଳେ କିଲର ଲୁକ ଦେଇଛନ୍ତି ।