ବିଶ୍ୱ ହାତୀ ଦିବସରେ ହାତୀଙ୍କ ସୁରକ୍ଷା କଥା କେବଳ ଭାଷଣରେ । ଓଡ଼ିଶାରେ ଯେଉଁ ଅନୁପାତରେ ଶିକାରୀ ହାତୀକୁ ଶିକାର କରୁଛନ୍ତି, ଆସନ୍ତା କେଇ ବର୍ଷ ମଧ୍ୟରେ ହାତୀ ବଂଶ ଲୋପ ପାଇଯିବ ବୋଲି ପଶୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । କେବଳ କେନ୍ଦୁଝର ଜିଲ୍ଲାରେ ତିନି ବର୍ଷ ମଧ୍ୟରେ ହାତୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ହାତୀ ମୃତ୍ୟୁ ଟ୍ରେନ ରେ ହୋଇଅଛି।