ଧୁମ ଧାମରେ ପାଳନକଲେ ମା ଗଜଲଷ୍ମୀଙ୍କ ପୂଜା l

ମା ଲଷ୍ମୀ ଜଗତର ମା ଜଗତଜନନୀ ଲଷ୍ମୀନାରାୟଣୀ ବିଷ୍ଣୁଙ୍କ ଘରଣୀ ମାଙ୍କୁ ଶ୍ରଦ୍ଧା ଭକ୍ତିରେ ଡାକିଲେ ମା ସବୁ ଦୁଃଖ ହରିନେଇଥାନ୍ତି l ଭକ୍ତଙ୍କ ଦୁଃଖ ଦେଖିପାରନ୍ତି ନି ମା ଭକ୍ତିଭାବରେ ଡାକିଲେ ମା ଶ୍ରୀୟ ଚଣ୍ଡାଳୁଣୀଙ୍କ ଭଲି ଧନ ଧାନ୍ୟରେ ପରିପୂର୍ଣ୍ଣ କରିଦେବା ଆଶ୍ରୀବାର୍ଦ ଦେଇଥାନ୍ତି l ମାଙ୍କ ପୂଜା ବର୍ଷ କରେ ଥରେ ପଡେ ଦୁଇବର୍ଷ କରୋନା କଟକଣା ଯୋଗୁ ଫିକା ପଡିଯାଇଥିଲା ମାଙ୍କ ପୂଜା ଚଳିତ ବର୍ଷ କଥା ଯଦି କାହିବା ପ୍ରତେକ ଜାଗାରେ ମେଢ଼ ଦେଖିବାକୁ ମିଳିଛି ସେଇପରି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅଁରାଗ୍ରାମରେ ଗଜ ଲଷ୍ମୀ କମିଟିର ଯୁବକ ମାନଙ୍କ ସହଯୋଗରେ 19 ବର୍ଷ ହେଲାଣି ପୂଜା କରିଆସୁଛନ୍ତି ଚଳିତ ବର୍ଷ ମଧ୍ୟ ସୁନ୍ଦର ମେଢ଼ ଦେଖିବାକୁ ମିଳିଛି ଦେଖିବାକୁ ଗଲେ ଆମେ ବାଂଶପାଳ ସାରା ବୁଲିଆସିଲୁ ଦେଖିଲୁ ଅଁରା ଗ୍ରାମରେ ସବୁଠାରୁ ବଡ଼ ମେଢ଼ ଦେଖିବାକୁ ପାଇଲୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ଗୋଟିଏ ନାଆଁ ଜୟ ମା ଲଷ୍ମୀକି ଜୟ ଜୋପି ଜୋପି ଭଜନ କୀର୍ତ୍ତନ କରି ଅଁର ଗାଁଦାଣ୍ଡ ପ୍ରକମ୍ପିତ ହେଇଯାଉଛି କଳସ ଯାତ୍ରା କରି ମନ୍ଦିରକୁ କଳସ ଆଣି ସ୍ଥାପନ କରି ପରେ ନୀତି ରୀତିରେ ମାଙ୍କ ପୂଜା ଚର୍ଣ୍ଣା ଆରମ୍ଭ ହେଇଯାଇଥିଲା

ତିନିଦିନଧରି ଚାଲିବ ପୂଜା ପାଖ ଅଖାରେ ବଡ଼ ମେଢ଼ କହିଲେ ଅଁରା ଗାଁରେ ଦେଖିବାକୁ ମିଳିଥାଏ ତେଣୁ ବହୁତ ଭକ୍ତ ବା ଶ୍ରଦ୍ଧାଳୁ ମାଙ୍କ ଦର୍ଶନପାଇଁ ଭିଡ ଜମିଥାଏ ଓ ଗଜ ଲଷ୍ମୀ କମିଟି ଅଁରା ତରଫରୁ ପ୍ରତେକ ବର୍ଷ ଦର୍ଶକମାନଙ୍କୁ ଭେଟିଦେଇଥାନ୍ତି ସୁନ୍ଦର ଗଣନାଟ୍ୟ ଯାତ୍ରା ଚଳିତ ବର୍ଷବି କଳିଙ୍ଗ କନ୍ୟା ଯାତ୍ରା ଅଁରା ପଡିଆରେ ଅନୁଷ୍ଠିତ ହେଇଛି l ତାହା ସହ ପ୍ରତେକ ଦିନ ଗୋଟେ ଗୋଟେ ଆକଟୋର ଆଣି ଦର୍ଶକ ମାନଙ୍କୁ ମନରଞ୍ଜନ କରାଇଥାନ୍ତି ମିନା ବଜାର ବୁଲିବାର ମଜା ମଧ୍ୟ ଉଠାଉଛନ୍ତି ଦର୍ଶକ