କେନ୍ଦୁଝର ଜିଲ୍ଲା ଯମ୍ଭିରିପାସି ଗାଁରେ ୧୦ ଟିକିଆ ହାତୀପଲ

କେନ୍ଦୁଝର : କେନ୍ଦୁଝର, ବାଉଁଶପାଳ ବ୍ଲକ ନୋ୍ୟାକୋଟ ବିଟ ଯମ୍ଭିରିପାସି ଗ୍ରାମରେ ହାତୀ ର ଉତ ପାତ ଦେଖିବାକୁମିଲିଛି ବୋହୁ କଷ୍ଟରେ ଚାଷୀମାନେ ଧାନଚାଷ କରି ବର୍ଷକର ଖାଦ୍ୟ ଅମଳ କରିଥାନ୍ତି କିନ୍ତୁ ଦୁଃଖର ବିଷୟ ଜେ ଧାନଶସ୍ୟ ଖଳାକୁ ଆଣିବା ସମୟରେ ଧାନଶସ୍ୟକୁ ଖାଇବା ଶହ ପୁରା ପୁରି ଦଳୀ ମକଚି଼ ଦେଇଛନ୍ତି ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି l ବର୍ଷକର ଖାହିବା ପୁରା ପୁରୀ ନଷ୍ଟ କରିଦେଛନ୍ତି l

ଏବେ ବର୍ଷେ କଣ ଖାଇ ବଞ୍ଚିବେ ଦୁଃଖର ବିଷୟ ଜେ ଫୋରେଷ୍ଟ ବିଟ ମାତ୍ର ଗୋଟେ କିଲୋମିଟର ତଥାପି ଫୋରେଷ୍ଟ ଘଢ଼ାଇବା ଅସମସ୍ତ ଏଵେ ଚାଶ ଅମଳ କରିବାର ର ସମୟ ଜଦିଫୋରେଷ୍ଟ ସଜାଗ ହୁଅନ୍ତେ ତାଙ୍କ କାମ ସଠିକ ରୂପରେ ତୁଲାନ୍ତେ ତାହାଲେ ଚାଷୀମାନଙ୍କ ଦୁଃଖ ଆଜି ଦେଖିବାକୁ ପଡ଼ନ୍ତା ନାହିଁ ବୋଲି ଚାଷୀମାନେ ଫୋରେଷ୍ଟ ଦିପାଟମେଣ୍ଟ କୁ ଦାଇକରିଛନ୍ତି କ୍ଷେତଗ୍ରସ୍ତମାନେ ଫୋରେଷ୍ଟ ଦୀପାଟମେଣ୍ଟ କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି ।