ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ମହାରାଷ୍ଟ୍ରର ବିଶେଷ କରି ଲବଣୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ତାଙ୍କର ମହତ୍ୱପୂର୍ଣ୍ଣ ଭୂମିକା ପାଇଁ ଆଗାମୀ ପୀଢି ସୁଲୋଚନା ତାଇ ଚାଭନ୍ଙ୍କୁ ମନେ ରଖିବେ । ସେ ସଙ୍ଗୀତ ଏବଂ ମଞ୍ଚ ପ୍ରତି ମଧ୍ୟ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତରେ ଦୁଃଖିତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”