୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି By Shaksi News On Dec 14, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆହୁରି ପଢ଼ନ୍ତୁ... ଚିଆ ସିଡ୍ସ ଓ ସବ୍ଜା ସିଡ୍ସ Oct 10, 2026 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ… Oct 10, 2026 ପୁଲିସ ଏସ୍ଆଇ ପରୀକ୍ଷା ସ୍କାମ୍… Oct 10, 2026 କେବେ ରିଲିଜ୍ ହେବ ରାମାୟଣ ? Oct 10, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମେ କେବେ ବି ସେମାନଙ୍କ ସେବା, ବୀରତ୍ୱ ଓ ବଳିଦାନକୁ ଭୁଲି ପାରିବା ନାହିଁ ।” Continue Reading #National-International#shaksinewsPM Modi 0 Share