୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି By Shaksi News On Dec 14, 2022 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଆହୁରି ପଢ଼ନ୍ତୁ... କେନ୍ଦୁଝରରେ ବନ୍ୟା କ୍ଷୟକ୍ଷତି… Aug 5, 2026 କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “୨୦୦୧ ସଂସଦ ଆକ୍ରମଣରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ଆମେ କେବେ ବି ସେମାନଙ୍କ ସେବା, ବୀରତ୍ୱ ଓ ବଳିଦାନକୁ ଭୁଲି ପାରିବା ନାହିଁ ।” Continue Reading #National-International#shaksinewsPM Modi 0 Share