ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏଗଜାମ ୱାରିୟର ପୁସ୍ତକରୁ ଆକର୍ଷଣୀୟ ସଂକଳନ ଶେୟାର କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ…

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏଗଜାମ ୱାରିୟର ପୁସ୍ତକରୁ ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ଏକ ଆକର୍ଷଣୀୟ ସଂକଳନ ଶେୟାର କରିଛନ୍ତି ।

narendramodi_in ଙ୍କ ଏକ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ପରୀକ୍ଷା ପ୍ରସ୍ତୁତି ବେଳେ ଅଭିଭାବକମାନଙ୍କ ଗଠନମୂଳକ ଭୂମିକା ସମ୍ପର୍କରେ ଏକ ଆକର୍ଷଣୀୟ ସଂକଳନ ।”