ଜାନୁୟାରୀ ୨୮ରେ ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କ ୧୧୧୧ତମ ‘ଅବତରଣ ମହୋତ୍ସବ’ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁୟାରୀ ୨୮ …
ଭଗବାନ ଶ୍ରୀ ଦେବନାରାୟଣ ଜୀଙ୍କୁ ରାଜସ୍ଥାନର ଲୋକେ ପୂଜା କରିଥାନ୍ତି ଏବଂ ତାଙ୍କ ଅନୁଗାମୀ ଦେଶର କୋଣ ଅନୁକୋଣରେ ରହିଛନ୍ତି । ଜନ କଲ୍ୟାଣ ପାଇଁ ସେ ବିଶେଷ ଭାବେ ସମ୍ମାନିତ ।