ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନ ଯୋଗୁଁ ଧାରୱାଡ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୀରାସାଗର ଗ୍ରାମବାସୀଙ୍କ ଜୀବନରେ ଆସିଥିବା ଗୁଣାତ୍ମକ ପରିବର୍ତ୍ତନ ଦେଖି ସନ୍ତୋଷ ବ୍ୟକ୍ତ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନୀରାସାଗରବାସୀଙ୍କ ଜୀବନରେ ଆସିଥିବା ଗୁଣାତ୍ମକ ପରିବର୍ତ୍ତନ ଦେଖି ଅତ୍ୟନ୍ତ ଖୁସି ।”