ଫେବୃୟାରୀ ୨୫ ତାରିଖରେ ‘ବାରିସୁ କନ୍ନଡ ଡିମ୍ ଡିମାଭା’ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ …
ପ୍ରଧାନମନ୍ତ୍ରୀଙ୍କ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଦର୍ଶନ ସହିତ କର୍ଣ୍ଣାଟକର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ପାଳନ ପାଇଁ ‘ବାରିସୁ କନ୍ନଡ ଡିମ୍ ଡିମାଭା’ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହେଉଛି । ଆଜାଦୀ କା ଅମୃତ ମହୋତ୍ସବ କାଳରେ ଶତାଧିକ କଳାକାର ନୃତ୍ୟ, ସଙ୍ଗୀତ, ଡ୍ରାମା ଆଦି ଜରିଆରେ କର୍ଣ୍ଣାଟକର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।