ସମଗ୍ର ବ୍ରଡ ଗଜ୍ ନେଟୱାର୍କ ୧୦୦% ବିଦ୍ୟୁତିକରଣ ହାସଲ କରିଥିବାରୁ କେନ୍ଦ୍ରୀୟ ରେଳବାଇକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ବ୍ରଡ ଗଜ୍‍ ନେଟୱାର୍କ ୧୦୦% ବିଦ୍ୟୁତିକରଣ ହାସଲ କରିଥିବାରୁ କେନ୍ଦ୍ରୀୟ ରେଳବାଇର ସମସ୍ତ ଦଳକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ରୀୟ ରେଳବାଇର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଉଲ୍ଲେଖନୀୟ ପ୍ରଦର୍ଶନ । ସମଗ୍ର ଦଳକୁ ପ୍ରଶଂସା ।”