ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ

ତାଙ୍କର ଆଦର୍ଶ ପୂରଣ ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ….

ପିଆଇବି, ଭୁବେନେଶ୍ଵର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ମୁଁ ତାଙ୍କ ଜୟନ୍ତୀରେ ଶ୍ରୀ ଶ୍ରୀ ହରିଚନ୍ଦ ଠାକୁର ଜୀଙ୍କୁ ପ୍ରଣାମ କରୁଛି । ଅସମାନତା ଦୂର କରିବା ଏବଂ ସମନ୍ୱୟକୁ ଆଗକୁ ନେବାରେ ତାଙ୍କର ଭୂମିକା ଅତୁଳନୀ ।  ସେ ସାମାଜିକ ନ୍ୟାୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଲୋକଙ୍କ ମଧ୍ୟରେ ଅଧିକ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । ତାଙ୍କର ଆଦର୍ଶ ପୂରଣ ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ ।”