୫ ପୋଲିସ କର୍ମଚାରୀଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ By Shaksi News On Mar 31, 2023 0 ନୀଳଗିରି: ୫ ପୋଲିସ କର୍ମଚାରୀଙ୍କୁ ଅଭିଯୁକ୍ତଙ୍କ ଆକ୍ରମଣ । ମାରାଣାସ୍ତ୍ର ଧରି ଗୋଡାଇ ଗୋଡାଇ କଲେ ଆକ୍ରମଣ । ଏକ ମାମଲାରେ ପୋଲିସ ନୋଟିସ ଦେବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ଏସଆଇ ସମେତ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ନୀଳଗିରି ଥାନା ଜାମୁଡିହିରେ ଏହି ଘଟଣା ଘଟିଛି । Continue Reading #shaksinewscrime newsnilagiriOdishastatenews 0 Share