ସମ୍ବଲପୁରରେ ଆଉ ୨ ଦିନ ଇଣ୍ଟରନେଟ୍ ବନ୍ଦ ସହ କର୍ଫ୍ୟୁ ବଳବତ୍ତର By Shaksi News Last updated Apr 15, 2023 0 ସମ୍ବଲପୁର: ଗତକାଲି ରାତି ୧୨ଟାରୁ ସମ୍ବଲପୁର ସହରରେ କର୍ଫ୍ୟୁ ଜାରି, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ, ସହରର ୬ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି, କୌଣସି ବ୍ୟକ୍ତିବିଶେଷ ଘରୁ ବାହାରିବାକୁ ବାରଣ, ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ସମୟ ନିର୍ଦ୍ଧାରଣ କରିଛି ପ୍ରଶାସନ । Continue Reading #shaksinewsOdishasambalpur newsstatenews 0 Share