ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାର ସୁବିଧାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର By Shaksi News Last updated May 12, 2023 0 ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତିବିଦ୍ୟାର ବର୍ଦ୍ଧିତ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉଚିତ ବ୍ୟବହାରର ଲାଭକୁ ସ୍ୱୀକାର କରିଛନ୍ତି । ଆହୁରି ପଢ଼ନ୍ତୁ... ନାବାଳିକାଙ୍କୁ ଦୁଷ୍କର୍ମ Sep 18, 2026 ରୋହିତଙ୍କ ରେକର୍ଡ ଭାଙ୍ଗି ଇତିହାସ… Sep 18, 2026 କ୍ରିକେଟର ପୃଥ୍ୱୀ ଶ’ ଓ ଆକୃତି… Sep 18, 2026 ଡାର୍କ ଚକୋଲେଟ୍ ସ୍ୱାସ୍ଥ୍ୟ ପାଇଁ… Sep 18, 2026 କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି: ‘ଚମତ୍କାର! ଏହିପରି ଉଦ୍ୟମରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର, ସ୍ୱଚ୍ଛତା ଏବଂ ଜାଗାର ଉତ୍ତମ ଉପଯୋଗର ଲାଭ ରହିଛି’ । SR Continue Reading #National-International#shaksinewsPIB BhubaneswarPM Modi 0 Share